ଅନ୍ତରାଷ୍ଟ୍ରୀୟ ଭୟଙ୍କର ହେଲା ଜଙ୍ଗଲ ନିଆଁ, ଲିଭାଇବା କାମରେ ଦୁଇ ହଜାରଟି ଦମକଳ ଏବଂ ୧୦୪ ବିମାନ ନିୟୋଜିତ ସାନ ଫ୍ରାନ୍ସିସ୍କୋ, ଗତ ମାସରେ କାଲିଫର୍ଣିଆ ଜଙ୍ଗଲରେ ନିଆଁ ଲାଗିଯାଇ ଅତି କମରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ପ୍ରାୟ ୧୨,୯୫୦ ବର୍ଗ କିଲୋମିଟର ଜଙ୍ଗଲ…