Categories
ଫଟୋ ଖବର

ମଦ ବୋତଲଟିଏ ପାଇବା ପାଇଁ ଦୀର୍ଘ ସମୟ ଧରି ସମାଜିକ ଦୂରତା ମଧ୍ୟରେ ଅପେକ୍ଷା କରିଛନ୍ତି ଗ୍ରାହକ

ନୂଆଦିଲ୍ଲୀ, ମଦଦୋକାନ ଖୋଲିଯିବା ପରେ ବୋତଲଟିଏ ପାଇବା ପାଇଁ ଲମ୍ବାଧାଡିରେ ସମାଜିକ ଦୂରତା ବଜାଇ ରଖି ଅପେକ୍ଷା କରିଛନ୍ତି ଗ୍ରାହକ। ଏହି ଫଟୋଟି ହେଉଛି ନୂଆଦିଲ୍ଲୀସ୍ଥିତ ଆନନ୍ଦ ବିହାର।