ଆଜିର ଖବର ପୁଣି ଷ୍ଟାଡିୟମରେ ଅପମାନିତ ହେଲେ ମୋହସିନ୍ ନକଭି: ଟ୍ରଫି ପାଇଁ ମନା କଲା ଭାରତୀୟ ଦଳ ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ମହିଳା ଏସିଆ କପ୍ ୨୦୨୬ ଜିତିଛି। କିନ୍ତୁ ମ୍ୟାଚ୍ ପରେ ଟ୍ରଫି ପ୍ରଦାନ…