ଜାତୀୟ ଖବର ସଂସଦରେ ସ୍ୱତନ୍ତ୍ର ଅଧିବେଶନ ଡାକିଲେ ସରକାର: ମହିଳା ସଂରକ୍ଷଣ ବିଲ୍ ଉପରେ ହେବ ଆଲୋଚନା ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ୍ ଉପରେ ଏବେ ସଂସଦର ଉଭୟ ଗୃହରେ ଆଲୋଚନା ହେବ। ଏଥିପାଇଁ ସରକାର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଉଛନ୍ତି। ଏହି ଅଧିବେଶନ ତିନି…