ଅନ୍ତରାଷ୍ଟ୍ରୀୟ ମହିଳା ଟି-୨୦ ବିଶ୍ୱକପ୍ ୨୦୨୬: ଭାରତର ପରାଜୟ ସତ୍ତ୍ୱେ ଇତିହାସ ରଚିଲେ ଶ୍ରୀଚରଣୀ ନୂଆଦିଲ୍ଲୀ: ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ୨୦୨୬ ଶେଷ ହୋଇଛି ଏବଂ ଫଳାଫଳ ଗତ କିଛି ବର୍ଷ ଧରି ସମାନ ରହିଛି। ଅଷ୍ଟ୍ରେଲିଆ ପୁଣି ଥରେ ନିଜର…