ଆଜିର ଖବର ବିଶ୍ୱ ଚେସ ଚାମ୍ପିୟନ ଡି ଗୁକେଶଙ୍କୁ ଧନ ବର୍ଷା, ଆଇପିଏଲରେ ମିଳେ ନାହିଁ ଏତେ ପରିମାଣର ଟଙ୍କା ନୂଆଦିଲ୍ଲୀ: ଭାରତୀୟ ଗ୍ରାଣ୍ଡମାଷ୍ଟର ଡି ଗୁକେଶ ଚେସ ଜଗତରେ ଏକ ନୂତନ ଅଧ୍ୟାୟ ଲେଖିଛନ୍ତି। ସିଙ୍ଗାପୁରରେ ଅନୁଷ୍ଠିତ ବିଶ୍ୱ ଚେସ ଚାମ୍ପିଅନସିପ୍ 2024 ରେ ସେ 7.5-6.5…