ଅନ୍ତରାଷ୍ଟ୍ରୀୟ ଫିଫା ବିଶ୍ୱକପ୍ ରେ ନୂଆ ବିବାଦ: ଟ୍ରମ୍ପଙ୍କ ଆହ୍ୱାନ ପରେ ଆମେରିକୀୟ ଖେଳାଳିଙ୍କ କୋହଳ ହେଲା ଦଣ୍ଡ ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍-୨୦୨୬ ସମୟରେ ଏକ ବଡ଼ ବିବାଦ ଦେଖାଦେଇଛି। ଆମେରିକୀୟ ଷ୍ଟ୍ରାଇକର ଫୋଲାରିନ୍ ବାଲୋଗୁନ୍ ଲାଲ କାର୍ଡ ପାଇବା ପରେ ଗୋଟିଏ ମ୍ୟାଚ୍ ପାଇଁ ନିଲମ୍ବିତ…