ଜାତୀୟ ଖବର ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ‘ପର୍ଯ୍ୟଟନ ମିତ୍ର ଏବଂ ପର୍ଯ୍ୟଟନ ଦିଦି’ କାର୍ଯ୍ୟକ୍ରମର ଶୁଭାରମ୍ଭ ନୂଆଦିଲ୍ଲୀ: ବିଶ୍ୱ ପର୍ଯ୍ୟଟନ ଦିବସ ସେପ୍ଟେମ୍ବର ୨୭ ତାରିଖରେ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ‘ପର୍ଯ୍ୟଟନ ମିତ୍ର ଏବଂ ପର୍ଯ୍ୟଟନ ଦିଦି’ ନାମରେ ଏକ ଜାତୀୟ ଦାୟିତ୍ୱସମ୍ପନ୍ନ…