ଜାତୀୟ ଖବର ବିଗତ ଦଶନ୍ଧିରେ ବାଘ, ଚିତାବାଘ ଏବଂ ଗଣ୍ଡାଙ୍କ ସଂଖ୍ୟା ବୃଦ୍ଧି ପାଇଛି: ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ ବିଗତ ଦଶନ୍ଧିରେ ବାଘ, ଚିତାବାଘ ଏବଂ ଗଣ୍ଡାଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଆମେ ବନ୍ୟପ୍ରାଣୀଙ୍କୁ କେତେ ଗୁରୁତ୍ୱ…