ଆଜିର ଖବର ଅଷ୍ଟ୍ରେଲିଆ ଠାରୁ ହାରିଲେ ମଧ୍ୟ ରହିବ ସୁଯୋଗ?: ଜାଣନ୍ତୁ WTC ଫାଇନାଲ ପାଇଁ ଭାରତର ସମଗ୍ର ସମୀକରଣ ନୂଆଦିଲ୍ଲୀ: ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଶ୍ରୀଲଙ୍କାକୁ 109 ରନ୍ ରେ ପରାସ୍ତ କରିଛି। ଆଫ୍ରିକା କେବଳ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ 2-0ରେ ଜିତି ନାହିଁ…