ଆଜିର ଖବର ୬୬୫୦ କୋଟି ଟଙ୍କା ଦାନ କରିବେ ସାଓମି ମୁଖ୍ୟ ଚାଇନିଜ୍ ସ୍ମାର୍ଟଫୋନ୍ କମ୍ପାନୀ ସାଓମିର ପ୍ରତିଷ୍ଠାତା ଲେଇ ଜୁନ୍ ନିଜର ୬୬୫୦କୋଟି ଟଙ୍କା ଦାନ କରିବାର ନିଷ୍ପତ୍ତି ନେଇଛନ୍ତି। କମ୍ପାନୀର ଲାଭାଂଶରୁ ୯୬୧ ମିଲିୟନ୍ ଡଲାର ଜୁନ୍ଙ୍କୁ…