ଜାତୀୟ ଖବର ମହାରାଷ୍ଟ୍ରର ଏହି ଆସନରେ ହେବ ସଂଘର୍ଷପୂର୍ଣ୍ଣ ଲଢେଇ, ଉଦ୍ଧବ ଗୋଷ୍ଠୀର ଅରବିନ୍ଦଙ୍କୁ ସାମ୍ନା କରିବେ ଯାମିନୀ ଯାଦବ ନୂଆଦିଲ୍ଲୀ: ଦକ୍ଷିଣ ମୁମ୍ବାଇ ଆସନରେ ଶିବସେନାର ଦୁଇ ଦଳ ମଧ୍ୟରେ ଏକ ଆକର୍ଷଣୀୟ ପ୍ରତିଯୋଗିତା ହେବାକୁ ଯାଉଛି। ଅରବିନ୍ଦ ସାୱନ୍ତ ଉଦ୍ଧବ ଠାକେର ନେତୃତ୍ୱାଧୀନ ଦଳର ପ୍ରାର୍ଥୀ…