ଆଜିର ଖବର ଆଜି ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ନାମାଙ୍କନ ଦାଖଲ କରିବେ ଯଶବନ୍ତ ସିହ୍ନା ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ଯଶବନ୍ତ ସିହ୍ନା। ତାଙ୍କୁ ବିରୋଧୀ ଦଳମାନେ ଏକତ୍ରିତ ହୋଇ ପ୍ରାର୍ଥୀ କରିଛନ୍ତି। ତାଙ୍କ…