ଜାତୀୟ ଖବର କେତେ ସଫଳ ହେଲା ବ୍ରିକ୍ସ ସମ୍ମିଳନୀ?: ବ୍ୟାଖ୍ୟା କଲେ ଯଶୱନ୍ତ ସିହ୍ନା ନୂଆଦିଲ୍ଲୀ: ଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀ ରବିବାର ଶେଷ ହୋଇଛି। କୂଟନୈତିକ ବିଶେଷଜ୍ଞମାନେ ଏହାକୁ ଏକ ବଡ଼ ସଫଳତା ଭାବରେ ଦେଖୁଛନ୍ତି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ,…