ଆଜିର ଖବର ରୁଷ ସମ୍ବନ୍ଧରେ ଆଭିମୁଖ୍ୟ ପରିବର୍ତ୍ତନ କରିବ ନାହିଁ ୟୁକ୍ରେନ!: ଜାଣନ୍ତୁ ଟ୍ରମ୍ପଙ୍କ ବିଷୟରେ କ’ଣ କହିଲେ ଜେଲେନସ୍କି? ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ମଧ୍ୟରେ ଯୁକ୍ତିତର୍କ ସମଗ୍ର ବିଶ୍ୱ ଦେଖିଥିଲା। ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ବିପଦରେ…