ଆଜିର ଖବର ଜିରୋ ନାଇଟ୍ ସେଲିବ୍ରେସନ୍ ଉପରେ ଲାଗିଲା କଟକଣା ଭୁବନେଶ୍ୱର: ଚଳିତ ବର୍ଷ ଜିରୋନାଇଟ୍ ସେଲିବ୍ରେସନ୍ ଫିକା ପଡିବ । ରାଜଧାନୀରେ ଜିରୋ ନାଇଟରେ ଲାଗିଲା କଟକଣା । ଏବର୍ଷ ପାଳନ ହେବନି ଜିରୋ ନାଇଟ୍ ।…