ବିଶେଷ ଖବର ଏବେ ଚନ୍ଦ୍ରଠାରୁ ମାତ୍ର ୨୫ କିଲୋମିଟର ଦୂରରେ ଚନ୍ଦ୍ରଯାନ-୩: ଅଗଷ୍ଟ ୨୩ରେ କରିବ ଅବତରଣ ନୂଆଦିଲ୍ଲୀ: ଶନିବାର-ରବିବାର ମଧ୍ୟରାତ୍ରିରେ ଚନ୍ଦ୍ରଯାନ-୩ର ଦ୍ୱିତୀୟ ତଥା ଅନ୍ତିମ ଉଡ଼ାଣ କାର୍ଯ୍ୟ ପୂର୍ବାହ୍ନ ୧ଟା ୫୦ରେ ଶେଷ ହୋଇଛି। ଏହି ଅପରେସନ ପରେ ଚନ୍ଦ୍ରଠାରୁ ଲ୍ୟାଣ୍ଡରର ସର୍ବନିମ୍ନ…