ଆଜିର ଖବର ରାଶିଫଳ: ଅଗଷ୍ଟ ୨୯ ତାରିଖ ଶନିବାରରେ ଏହି ଆଠଟି ରାଶିର ଘରେ ଆସିବ ସୁଖ ସମୃଦ୍ଧି ମେଷ : ବିବାହ ପ୍ରସ୍ତାବ ଗ୍ରହଣ କରାଯାଇପାରେ । ସରକାରଙ୍କ ସହାୟତାରେ କୌଣସି କାର୍ଯ୍ୟ ଶେଷ ହେବ। ବ୍ୟବସାୟ ଅନୁକୂଳ ଲାଭ ଦେବ। ଜରୁରୀ ଜିନିଷକୁ ଠିକ୍ ସମୟରେ…