ଆଜିର ଖବର ପୁଣି ମହାତ୍ମା ଗାନ୍ଧୀ ମାର୍ଗରେ ହେବ ସ୍ବାଧୀନତା ଦିବସ, ମୁଖ୍ୟମନ୍ତ୍ରୀ ନେଲେ ସମୀକ୍ଷା ବୈଠକ ଭୁବନେଶ୍ବର: ଚଳିତ ବର୍ଷର ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ମହାତ୍ମା ଗାନ୍ଧୀ ମାର୍ଗରେ ପାଳନ କରାଯିବ। ଆଜି ରାଜ୍ୟ ଗୃହ ବିଭାଗ ଏବଂ ସୂଚନା ଓ ଲୋକସଂପର୍କ…