ଆଜିର ଖବର କୋଭିଡ19 ନେଗେଟିଭ୍ ଆସିବା ପରେ କାର୍ଯ୍ୟରେ ଯୋଗ ଦେଲେ ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ଖୋର୍ଦ୍ଧା, ଜିଲ୍ଲା ଏସପି ଅଜୟ ପ୍ରତାପ ସ୍ବାଇଁ କୋଭିଡ ନେଗେଟିଭ ଆସିବା ପରେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଅଜୟ କୋଭିଡ ନିୟନ୍ତ୍ରଣ କରୁଥିବା ବେଳେ ତାଙ୍କ…