ଆଜିର ଖବର ବାଲୁଗାଁ: ଟ୍ରଲରକୁ ପଛ ପଟୁ ଧକ୍କା ଦେଲା ଅଟୋ ରିକ୍ସା, ଅଟୋ ଚାଳକଙ୍କ ସମେତ ୪ ମହିଳା ଗୁରୁତର ବାଲୁଗାଁ (ସୀତାରାମ ଅଗ୍ରୱାଲ): ୧୬ ନମ୍ବର ଜାତୀୟ ରାଜପଥ କୋତରି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।…