ଆଜିର ଖବର ଶସ୍ତା ହେଲା ଖାଇବା ତେଲ ଦର, ଜାଣନ୍ତୁ ରିଫାଇନଡ୍ ଏବଂ ସୋରିଷ ତେଲର ମୂଲ୍ୟ କେତେ? ନୂଆଦିଲ୍ଲୀ: ସାଧାରଣ ଜନତାଙ୍କ ପାଇଁ ଆଶ୍ବସ୍ତିକର ଖବର ଅଛି। ଖାଇବା ତେଲର ମୂଲ୍ୟ ୧୦ ଟଙ୍କା ହ୍ରାସ କରାଯାଇଛି। ତେଲ ଦର ଉପରେ ଆମଦାନୀ ଶୁଳ୍କ ହ୍ରାସ…