ଜାତୀୟ ଖବର କିଏ ଏହି ଅନିମେଶ ପ୍ରଧାନ, ଯିଏ କି ଆଇଏଏସ ପରୀକ୍ଷାରେ ଦେଶରେ ହୋଇଛନ୍ତି ଦ୍ବିତୀୟ ଟପର ଭୁବନେଶ୍ବର: ବର୍ତ୍ତମାନ ରାଜନୀତି ଖବରକୁ ପଛରେ ପକାଇ ଓଡିଶାର ଅନିମେଶ ପ୍ରଧାନ ବେଶ ଚର୍ଚ୍ଚାରେ ଅଛନ୍ତି। କାରଣ ହେଲା ଆଜି ପ୍ରକାଶ ପାଇଥିବା UPSC ର ସିଭିଲି…