ଆଜିର ଖବର ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ କର୍ମଚାରୀଙ୍କ ପରିବାରକୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ କରାଯାଉ: ଓଷ୍ଟା ଭୁବନେଶ୍ୱର: ବିଗତ ସରକାର ରାଜ୍ୟରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁରେ ଦିଆଯାଉଥିବା ଅନୁକମ୍ପା ମୂଳକ ନିଯୁକ୍ତି ପ୍ରଦାନ ବ୍ୟବସ୍ଥାକୁ ସ୍ଥଗିତ ରଖିଥିଲେ। ଯାହା ଫଳରେ ମୃତ ସରକାରୀ କର୍ମଚାରୀଙ୍କ…