ଆଜିର ଖବର ପୋଖରୀରେ ବୁଡ଼ି ଓ ସାପ କାମୁଡ଼ାରେ ୪ ଜଣଙ୍କ ପ୍ରାଣହାନୀ: ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା ଭୁବନେଶ୍ଵର: ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ତହସିଲରେ ପୋଖରୀରେ ବୁଡ଼ି ୨ଜଣଙ୍କର ମୃତ୍ୟୁ ଏବଂ ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଳକରେ ସାପ କାମୁଡ଼ାରେ ୨ ଜଣଙ୍କ ପ୍ରାଣହାନି ସମ୍ପର୍କରେ…