ଆଜିର ଖବର ଅଭିନେତା ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କ ପରଲୋକ କଟକ: ଓଡିଆ ଚଳଚିତ୍ରର ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କ ପରଲୋକ ହୋଇଯାଇଛି। କଟକସ୍ଥିତ ନନ୍ଦିସାହିରେ ଥିବା ତାଙ୍କ ବାସଭବନରେ ପରଲୋକ…