ଆଜିର ଖବର ଓଡିଶା ବିଜେପି ଘୋଷଣା କଲା ଏସ୍ଟି ମୋର୍ଚ୍ଚା ରାଜ୍ୟ ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ ସଦସ୍ୟନାମ ତାଲିକା ଭୁବନେଶ୍ୱର: ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ବିଜେପି ଅନୁସୂଚିତ ଜନଜାତି (ଏସ୍ଟି) ମୋର୍ଚ୍ଚା ରାଜ୍ୟ ସଭାପତି ତଥା ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଆଜି ଅନୁସୂଚିତ ଜନଜାତି…