ଆଜିର ଖବର ୨୦୨୪ ପାଇଁ ଅନ୍ତର୍ଜାତୀୟ ଚିନି ସଂଗଠନର ଅଧ୍ୟକ୍ଷ ଭାବେ ବିଶ୍ୱ ଚିନି କ୍ଷେତ୍ରର ନେତୃତ୍ବ ନେବ ଭାରତ ନୂଆଦିଲ୍ଲୀ: ଲଣ୍ଡନରେ ମୁଖ୍ୟାଳୟ ଥିବା ଅନ୍ତର୍ଜାତୀୟ ଚିନି ସଂଗଠନ (ଆଇଏସଓ)ର ୬୩ତମ ପରିଷଦ ବୈଠକରେ ଭାରତକୁ ୨୦୨୪ ପାଇଁ ସଂଗଠନର ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି। ବିଶ୍ୱ…