ଜାତୀୟ ଖବର ସ୍ୱଚ୍ଛତା ହିଁ ସେବା-୨୦୨୩ ଉଦଘାଟିତ ନୂଆଦିଲ୍ଲୀ: ସ୍ୱଚ୍ଛ ଭାରତ ଅଭିଯାନ ‘ଅନ୍ତୋଦୟ ସେ ସର୍ବୋଦୟ’ଦର୍ଶନର ଏକ ଜ୍ୱଳନ୍ତ ଉଦାହରଣ। ଏହା ବଞ୍ଚିତ ଓ ଅବହେଳିତ ବର୍ଗଙ୍କୁ ସହରରେ ପ୍ରାଥମିକତା ଦେଇଛି ଓ ସହରୀ…