ଆଜିର ଖବର ଗଞ୍ଜାମ ପୁଲିସର ସ୍ଵତନ୍ତ୍ର ଅଭିଯାନ: ୧୭ ବନ୍ଧୁକ ସହ ୧୮ ପେଷାଦାର ଅପରାଧୀଙ୍କୁ କଲା ଗିରଫ ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଅପରାଧ ଦମନ କରିବାକୁ ଗଞ୍ଜାମ ପୁଲିସ ସ୍ଵତନ୍ତ୍ର ଅଭିଯାନ ଚଳାଇଛି। ଦୁଇ ସପ୍ତାହଧରି ଚାଲିଥିବା ସ୍ଵତନ୍ତ୍ର ଅଭିଯାନରେ ଜବତ ହୋଇଛି ୧୭…