ଆଞ୍ଚଳିକ ରଣପୁର ଅବକାରୀ ପୋଲିସର ଚଢ଼ାଉ: ଦେଶୀ ମଦ ଜବତ ସହ ୨ ଗିରଫ ରଣପୁର: ନୟାଗଡ ଜ଼ିଲ୍ଲା ରଣପୁର ଅଞ୍ଚଳରେ ଦିନକୁ ଦିନ ଦେଶୀ ମଦ କାରବାର ବ୍ୟାପକ ଭାବେ ବୃଦ୍ଧି ପାଉଛି। ମଦ ମାଫିଆଙ୍କ ଠାରୁ ବିଭାଗୀୟ କିଛି କର୍ମଚାରୀ…