ଅପରାଧ ବେଗୁନିଆରେ ଅବକାରୀ ଚଢ଼ାଉ, ଚାରି ଲକ୍ଷ ଟଙ୍କାର ଅବକାରୀ ସାମଗ୍ରୀ ନଷ୍ଟ କଲା ବିଭାଗ ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଜି ଅବକାରୀ ବିଭାଗ ବେଗୁନିଆ ଥାନା ଅନ୍ତର୍ଗତ ମଣିବନ୍ଧ ଏବଂ ଦଦରାକାନ୍ଥ ଗ୍ରାମର ତିନି ଗୋଟି ଦେଶୀ…