ଜାତୀୟ ଖବର ଫିଲ୍ମ ‘ଅନ୍ନପୂର୍ଣ୍ଣି’ରେ ଭଗବାନ ରାମଙ୍କୁ ଅପମାନିତ କରିଥିବା ଅଭିଯୋଗ: ଅଭିନେତ୍ରୀ ନୟନତାରାଙ୍କ ବିରୋଧରେ ଏଫ୍ଆଇଆର୍ ନୂଆଦିଲ୍ଲୀ: OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ପ୍ରଦର୍ଶିତ ହୋଇଥିବା ଫିଲ୍ମ ‘ଅନ୍ନପୂର୍ଣ୍ଣି’ ପ୍ରଭୁ ଶ୍ରୀ ରାମଙ୍କୁ ଅପମାନିତ କରିବା ଏବଂ ହିନ୍ଦୁ ସମ୍ପ୍ରଦାୟର ଭାବନାକୁ ଆଘାତ ଦେଇଥିବା ଅଭିଯୋଗ…