ଆଜିର ଖବର କଥା ରଖିଲେ ଖୋର୍ଦ୍ଧା ଜିଲ୍ଲାପାଳ: ଏଣିକି ଘରେ ବସି ଅଭିଯୋଗ ଦାଖଲ କରିପାରିବେ ଲୋକେ ଖୋର୍ଦ୍ଧା: କଥା ରଖିଲେ ନୂତନ ଜିଲ୍ଲାପାଳ। ଖୋର୍ଦ୍ଧାରେ ନୂତନ ଭାବେ ଯୋଗଦେଇଥିବା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିର୍ଦ୍ଦେଶରେ ଯୁଦ୍ଧକାଳୀନ ଭିତ୍ତିରେ ଖୋଲିଲା ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ…