ଆଜିର ଖବର ଓଡିଶା ବନ୍ଦକୁ ଅଭୁତପୂର୍ବ ସଫଳତା ମିଳିଛି: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଭୁବନେଶ୍ବର: ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ଓଡିଶା ବନ୍ଦ ଡକରା ଦେଇଛି। ଓଡିଶାର ସମସ୍ତ କଂଗ୍ରେସ କର୍ମୀ ସକାଳ ୭ ଟା ରୁ ୧…