ଅନ୍ତରାଷ୍ଟ୍ରୀୟ ପ୍ୟାରିସ୍ ଅଲମ୍ପିକ୍ସରେ ପଦକ ଜିତିବା ପରେ ଓଡିଶାରେ ଅମିତ୍ ରୋହିଦାସ, ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର: ପ୍ୟାରିସ୍ ଅଲମ୍ପିକ୍ସରେ ପଦକ ଜିତିବା ପରେ ଭାରତୀୟ ପୁରୁଷ ହକି ଦଳର ଏକମାତ୍ର ଓଡିଆ ଖେଳାଳୀ ଶ୍ରୀ ଅମିତ୍ ରୋହିଦାସ୍ ଆଜି ଓଡିଶାରେ ପହଞ୍ଚିଛନ୍ତି। ଭୁବନେଶ୍ୱରରେ…