ଆଜିର ଖବର ଓଡ଼ିଶାର ଅମ୍ଳୀୟ ମାଟିରେ ହେବ ୧୦-୧୫% ଡିଏପି ସଞ୍ଚୟ ଭୁବନେଶ୍ୱର: ଆଇସିଏଆର-କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ ଏକ ଅଭିନବ ଉତ୍ପାଦ ଇକୋଲାଇମ୍+ ବିକଶିତ କରିଛି। ଏହା ଶିଳ୍ପ ଉପ-ଉତ୍ପାଦ ଯେପରିକି ସ୍ଲାଗ୍ ଏବଂ ଫ୍ଲାଏ ଆସ୍ ରୁ…