ବିଶେଷ ଖବର ଆଜି ସମଗ୍ର ବିଶ୍ୱ ବୁଝୁଛି ଯେ ଭାରତର ଅର୍ଥ ‘ବ୍ୟବସାୟ’: ପ୍ରଧାନମନ୍ତ୍ରୀ ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଇଏସବି ହାଇଦ୍ରାବାଦର ୨୦ବର୍ଷ ପୂର୍ତ୍ତି ତଥା ପିଜିପି କ୍ଲାସ ୨୦୨୨ର ସମାବର୍ତ୍ତନ ସମାରୋହରେ ଅଂଶଗ୍ରହଣ କରିଛନ୍ତି। ପ୍ରାରମ୍ଭରେ, ଏହି ପ୍ରତିଷ୍ଠାନକୁ ବର୍ତ୍ତମାନର…