ଆଜିର ଖବର ଜାରି ହେଲା ଜିଡିପି ଆକଳନ: ୭ ପ୍ରତିଶତ ଅତିକ୍ରମ କଲା ଅର୍ଥନୈତିକ ଅଭିବୃଦ୍ଧି ହାର, ଆଶା ଠାରୁ ଅଧିକ ନୂଆଦିଲ୍ଲୀ: ଗତ ଆର୍ଥିକ ବର୍ଷରେ ପ୍ରତିକୂଳ ବିଶ୍ୱ ପରିସ୍ଥିତି ସତ୍ତ୍ୱେ ଭାରତୀୟ ଅର୍ଥନୀତି ଚମତ୍କାର ପ୍ରଦର୍ଶନ କରିଛି। ଆଜି ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ ଜିଡିପି ଅଭିବୃଦ୍ଧି…