ଜାତୀୟ ଖବର କ୍ଷମାରେ କାମ ଚଳିବ ନାହିଁ, ସୋସିଆଲ ମିଡ଼ିଆରେ ଅଶ୍ଳୀଳ ତଥ୍ୟ ପୋଷ୍ଟ କଲେ ମିଳିବ ଦଣ୍ଡ : ସୁପ୍ରିମକୋର୍ଟ ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆରେ ଅଶ୍ଳୀଳ ଓ ଅପମାନଜନକ ପୋଷ୍ଟ କରିବା ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ଏକ ମାମଲାର ଶୁଣାଣିବେଳେ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି…