ଜାତୀୟ ଖବର ସମ୍ବଲପୁରରେ ୬୮,୦୦୦ କୋଟି ମୂଲ୍ୟର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଭୁବନେଶ୍ବର: ଓଡ଼ିଶାର ସମ୍ବଲପୁର ଠାରେ ୬୮,୦୦୦ କୋଟିରୁ ଅଧିକ ମୂଲ୍ୟର ବହୁମୁଖୀ ପ୍ରକଳ୍ପ ଗୁଡିକ ଯଥା ସଡକ, ରେଳ, ଉଚ୍ଚଶିକ୍ଷା ଏବଂ ଶକ୍ତି କ୍ଷେତ୍ରକୁ ବୃଦ୍ଧି କରିବା…