ଆଜିର ଖବର ଲକଡ଼ାଉନରେ ଆଇନ ଉଲ୍ଲଂଘନ କରିବା ମହଙ୍ଗା ପଡିଲା: ନାଚୁଣୀ ବଜାରରେ ସିଲ୍ ହେଲା ଦୋକାନ ସୀତାରାମ ଅଗ୍ରୱାଲ ବାଣପୁର: ଲକଡ଼ାଉନରେ ଆଇନ ଉଲ୍ଲଂଘନ କରିବା ଦୋକାନୀକୁ ମହଙ୍ଗା ପଡିଛି। କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ସ୍ଥାନୀୟ ପ୍ରଶାସନ ଗୋଟିଏ ଦୋକାନକୁ ସିଲ୍ କରିଛି।…