ଆଜିର ଖବର ଆଇସିଏମଆର୍-ଆରଏମଆରସି ଭୁବନେଶ୍ୱରରେ ଅନୁଷ୍ଠିତ ହେଲା ‘ସାଇନ ୨୦୨୫’ ଭୁବନେଶ୍ଵର: ଆଇସିଏମଆର-ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆରଏମଆରସି), ଭୁବନେଶ୍ବର ପକ୍ଷରୁ ୮ ଅଗଷ୍ଟ ୨୦୨୫ରେ ଆଇସିଏମଆର-ସାଇନ (ନୂଆ ପିଢିର ଗବେଷକଙ୍କ ପାଇଁ ବିଜ୍ଞାନ ଓ ସ୍ବାସ୍ଥ୍ୟ ଉଦ୍ଭାବନ)…