ବିଶେଷ ଖବର ଋଷ ବିରୋଧରେ ଭୋଟ୍ ଦେଲେ ଭାରତୀୟ ବିଚାରପତି, ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଆଇସିଜେଙ୍କ ନିର୍ଦ୍ଦେଶ ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷ କ୍ରମାଗତ ଆକ୍ରମଣ କରିଚାଲିଛି। ଋଷ କ୍ରମାଗତ ୨୧ ଦିନ ଧରି ୟୁକ୍ରେନର ବିଭିନ୍ନ ସହର ଉପରେ ବୋମା ପକାଉଛି। ଏଭଳି ପରିସ୍ଥିତିରେ…