ଅପରାଧ ପଞ୍ଜାବରେ ଆକ୍ରମଣ ଯୋଜନା ପଣ୍ଡ: ଧରା ହେଲେ ୩ ଆତଙ୍କବାଦୀ ନୂଆଦିଲ୍ଲୀ: ପଞ୍ଜାବକୁ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରୁଥିବା ତିନିଜଣ ଆତଙ୍କବାଦୀଙ୍କୁ ପୋଲିସ ଗିରଫ କରିଛି। ଏଥିସହ ସମଗ୍ର ଅଞ୍ଚଳରେ ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।…