ଆଜିର ଖବର ଅନଲାଇନ୍ କ୍ଳାସ ସୃଷ୍ଟି କରୁଛି ବଡ ବିପଦ!: ବୃଦ୍ଧି ପାଉଛି ପିଲାମାନଙ୍କର ଆଖି ରୋଗ ମୁମ୍ବାଇ: କରୋନା ମହାମାରୀ ପରେ ଅଧ୍ୟୟନ ପାଇଁ ଅନଲାଇନ୍ କ୍ଲାସ୍ ପିଲାମାନଙ୍କ ପାଇଁ ସାଂଘାତିକ ପ୍ରମାଣିତ ହେଉଛି। ଅନଲାଇନ୍ କ୍ଲାସରୁ ସ୍କ୍ରିନ ସମୟ ବୃଦ୍ଧି ହେତୁ ପିଲାମାନଙ୍କଠାରେ…