ଅନ୍ତରାଷ୍ଟ୍ରୀୟ ଟେକ୍ସାସ ସ୍କୁଲରେ ଆଖିବୁଜା ଗୁଳିମାଡ, ୧୮ ପିଲାଙ୍କ ସମେତ ୨୧ ମୃତ ନୂଆଦିଲ୍ଲୀ: ଗୁଳିମାଡରେ ଆମେରିକା ପୁଣି ଥରେ କମ୍ପିତ ହୋଇଛି। ଟେକ୍ସାସର ଏକ ବିଦ୍ୟାଳୟରେ ଗୁଳି ବିନିମୟରେ ୧୮ ଜଣ ଶିଶୁଙ୍କ ସମେତ ମୋଟ ୨୧ ଜଣଙ୍କର ମୃତ୍ୟୁ…