ଆଜିର ଖବର ପାକିସ୍ତାନରୁ ଡିଗ୍ରୀ ହାସଲ କରୁଥିବା ଛାତ୍ରମାନଙ୍କୁ ଝଟକା, ଭାରତରେ ମିଳିବ ନାହିଁ ଆଡମିଶନ କିମ୍ବା ରୋଜଗାର ନୂଆଦିଲ୍ଲୀ: ପାକିସ୍ତାନରୁ ଡିଗ୍ରୀ ହାସଲ କରୁଥିବା ଛାତ୍ରମାନଙ୍କୁ ଭାରତରେ ନିଯୁକ୍ତି ସୁଯୋଗ ଦିଆଯିବ ନାହିଁ। ସର୍ବଶେଷ ବିଜ୍ଞପ୍ତି ଜାରି କରିବାବେଳେ UGC (ୟୁନିଭରସିଟି ଅନୁଦାନ ଆୟୋଗ) ଏବଂ…