ଆଜିର ଖବର ଆଣବିକ ଅସ୍ତ୍ରର ପରିସରକୁ କାହିଁକି ବଢାଉଛି ଭାରତ, ଜାଣନ୍ତୁ ଚୀନ୍ ପାଖରେ କେତେ ଅସ୍ତ୍ର ଅଛି, ଭବିଷ୍ୟତ ଯୋଜନା କ’ଣ? ନୂଆଦିଲ୍ଲୀ: ଆଣବିକ ଅସ୍ତ୍ର ଯେକୌଣସି ଦେଶର ଶକ୍ତିର ସବୁଠାରୁ ମଜବୁତ ଅସ୍ତ୍ର ଅଟେ। ବର୍ତ୍ତମାନ ଭାରତ ସମେତ ବିଶ୍ଵର ୯ ଟି ଦେଶରେ ଆଣବିକ ଅସ୍ତ୍ର ରହିଛି।…