ଆଜିର ଖବର ଦିଲ୍ଲୀର ‘ଆପ’ କୁ ଲିଗାଲ ନୋଟିସ ପଠାଇଲେ ଏଲଜି: ୪୮ ଘଣ୍ଟା ମଧ୍ୟରେ ଉତ୍ତର ଦେବାକୁ ଦାବି ନୂଆଦିଲ୍ଲୀ: ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସକ୍ସେନାଙ୍କ ଓକିଲ ଜରିଆରେ ଆମ୍ ଆଦମୀ ପାର୍ଟି, ଆତିଶି, ଦୁର୍ଗେଶ ପାଠକ, ସୌରଭ ଭରଦ୍ୱାଜ, ସଞ୍ଜୟ ସିଂ ଏବଂ…